ବୁନୁଙ୍କ ଶକ୍ତି ପ୍ରଦର୍ଶନ ବାଇଁଆଙ୍କ ସମାବେଶ

ଭୁବନେଶ୍ୱର : ଆଜି ବିଜେଡି ଆଉ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏଥିରେ ଭୁବନେଶ୍ୱର ମଧ୍ୟ ଆସନ ନାହିଁ। ବଡ଼କଥା ହେଉଛି ଭୁବନେଶ୍ୱର ଏକାମ୍ର ଓ ଉତ୍ତର ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା‌ ବେଳେ ମଧ୍ୟ ଝୁଲି ରହିଛି। ଉଭୟ ଏକାମ୍ର ଓ ଉତ୍ତରରେ ପ୍ରାର୍ଥୀ ଅପରିବର୍ତ୍ତିତ ରହିଥିବାରୁ ମଧ୍ୟରେ ମଧ୍ୟ ଅପରିବର୍ତ୍ତିତ ରହିବା ଆଶାରେ ଅନନ୍ତ ନାରାୟଣ ଜେନା(ବୁନୁ) ଉଦ୍ୟମ … Continue reading ବୁନୁଙ୍କ ଶକ୍ତି ପ୍ରଦର୍ଶନ ବାଇଁଆଙ୍କ ସମାବେଶ